କାର୍ ଭିତରୁ ବ୍ଲକ୍ ଜେଇଙ୍କ ମୃତ ଦେହ ଉଦ୍ଧାର । ବରଗଡ଼ ହଳଦିପାଲି ଛକ ଜାତୀୟ ରାଜପଥ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କ୍ରେଟା କାର ଭିତରୁ ମୃତ ଦେହ ଉଦ୍ଧାର କରିଛି ବରଗଡ଼ ଟାଉନ୍ ପୋଲିସ୍। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବରପାଲି ବ୍ଲକର ଜେଇ ଚନ୍ଦ୍ର ଶେଖର ଝାଡିଆ। ତେବେ ତାଙ୍କ ଶରୀର ଅଧା ଜଳି ଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟ ଯୋଗୁଁ କାର ଭିତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now