କେନ୍ଦ୍ର ସରକାରଙ୍କ ପକ୍ଷରୁ ତିଦ୍ଦତୀୟ ଧର୍ମଗୁରୁ ଦଲାଇଲାମା ଏବଂ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଜେଡି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ଉଭୟଙ୍କୁ ଜେଡ ଶ୍ରେଣୀ ସିଆରପିଏଫ ସୁରକ୍ଷା ପ୍ରଦାନ କରିଛନ୍ତି । ପୁରୀ ସାଂସଦ ସମ୍ବିତ ପାତ୍ର ଏବେ ମଣିପୁର ପ୍ରଭାରୀ ଦ୍ବାଇତ୍ବରେ ଅଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now