ବିଜେଡି ୨୪ ବର୍ଷ ଶାସନରେ ଥିଲେ । ଏହି ସମୟ ରେ ସେମାନେ ମଧ୍ୟ ଉପନିର୍ବାଚନ ର ସାମ୍ନା କରୁଛନ୍ତି । ଫଳାଫଳ ମଧ୍ୟ ଏକ ତରଫା ହୋଇଛି । ତାହା ହେଲେ ସେମାନେ ସ୍ବୀକାର କରୁଛନ୍ତି ତ ଏସ ମାନେ ସରକାର ରେ ଥିବା ସମୟ ରେ ଏହା କରିଥିଲେ ବୋଲି ? ଏହା କେବେ ସମ୍ଭବ କି ? ଯଦ୍ଦି ଏହା ହୋଉଥିଲା ତେବେ ସେମାନେ ସ୍ବୀକାର କରନ୍ତୁ ଯେ ସେମାନେ ମଧ୍ୟ ଭୋଟ ଚୋରି କରୁଥିଲେ ବୋଲି ।
ନୂଆପଡ଼ା ଉପନିର୍ବାଚନ ସ୍ପଷ୍ଟ ଭାବ ରେ ଜନ ମାତା ଲୋକ ମାତ , ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଭରଷା ରଖି ଘଟିଛି । ବିଜେଡି ର ଉଦେଶ୍ୟ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଲୋକେ ବୁଝି ସାରିଲେଣି ।
ନିଗମ ଅଧ୍ୟକ୍ଷ ଚୟନ ସତ୍ତ ଓ ସଂଘଟାନ ର ସମନୂୟ ରେ ହୋଇଥାଏ ।ବଟେନୁ ହ୍ୟୁମାନ ଯୋଗ୍ୟ ସେମାନଙ୍କ କଥା ବିଚାର କୁ ନିଆଯିବ ।
ସମ୍ଭାବ୍ୟ ବାତ୍ୟା ପାଇ ଆମ ସରକାର ପୁରା ଗୁରୁତ୍ବ ର ନେଇଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ବ ବିଭାଗ ଏହା ଉପରେ ଅନୁଧ୍ୟାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ମନିଟରିଂ କରୁଛନ୍ତି ଯୋଉଠି ପାଇଁ ସବୁ ବାତ୍ୟର ମୁକାବିଲା ଠିକ୍ ଭାବ ରେ ହୋଇ ପାରିଛି । ଆଗକୁ ମଧ୍ୟ ଠିକ୍ ଭାବେ ଚାଲିବ ବୋଲି ଆଶା କରାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now