ନେହେରୁବଙ୍ଗଳା ମୁହାଣରେ ଫସିଲା ଦୁଇଟି ବୋଟ

ପାରାଦ୍ଵୀପ, ନେହେରୁବଙ୍ଗଳା ମୁହାଣରେ ଫସିଲା ଦୁଇଟି ବୋଟ। ବୋଟରେ ରହିଛନ୍ତି ୧୪ ମତ୍ସ୍ୟଜୀବୀ। ଦୁଇଟି ବୋଟ ଧର୍ମଶାଖା-2 ଓ ଧର୍ମଶାଖା-3 ନାମକ ବୋଟ ହୋଇଥିବା ବେଳେ ମାଛଧରି ଫେରୁଥିବା ବେଳେ ଖରାପ ହୋଇଥିଲା ଧର୍ମଶାଖା-୨ । ଖରାପ ବୋଟ କୁ ଧର୍ମଶାଖା-୩ ଟାଣି ଆଣୁଥିବା ବେଳେ ରଶି ଛିଡି  ଫ୍ୟାନରେ ଲାଗିବାରୁ ଅଘଟଣ ଘଟିଥିବା ଜଣାପଡିଛି । ତେବେ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ର ଉଦ୍ୟମ ଜାରିରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *