ଦିଲ୍ଲୀ ଗସ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ସରକାର ଗଠନ ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରି ଫେରିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ | କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ସାହ ଙ୍କୁ ସାକ୍ଷାତ କରି ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କ ରେ ଆଲୋଚନା କଲେ | 7 ଟି ବୁକ ଲେଟ ପ୍ରଦାନ କରିଛନ୍ତି ମନ୍ତ୍ରୀ | ପ୍ରାକୃତିକ ବିପର୍ଯୟ ଜନିତ ସମସ୍ୟା ସମାଧାନ କେନ୍ଦ୍ର ର ପାଇଁ ସହଯୋଗ ଲୋଡିଲେ| ରାଜ୍ୟରେ 800 ବାବୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ହେବ ଏଥିପାଇଁ କେନ୍ଦ୍ର ସରକାର ଙ୍କ ପାଖରେ ଦାବି ରଖିଲେ ମନ୍ତ୍ରୀ | ଆଗୁଆ ପାଣିପାଗ ସୂଚନା କୁ ଆଧୁନିକ କରଣ ପାଇଁ ସହାୟତା ଲୋଡିଲି | ବାତ୍ୟା ବନ୍ୟା ସମୟ ରେ ଶକ୍ତି ବିଭାଗ କ୍ଷତି ଗସ୍ତ ହେଉଛି, ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ ହେଉଛି ଓଡ଼ିଶା ରେ ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳ ରେ ବିଜୁଳି ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ସାଢେ 7 ହଜାର କୋଟି ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବ ସେଥିପାଇଁ ଆଲୋଚନା ହୋଇଛି | ଲେଣ୍ଡ ସେଟଲ ମେଣ୍ଟ କୁ ନେଇ ବହୁ ସମସ୍ୟା ଅଛି, ଜମି ଜମା ମାମଲା ର ନିଖୁଣ ସମାଧାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଙ୍କ ସହ ଆଲୋଚନା ହୋଇଛି | FCI ର ସମସ୍ୟା ଅଛି ସେବାବଦ ରେ କେନ୍ଦ୍ର ମନ୍ତ୍ରୀ ଙ୍କ ସହ ଆଲୋଚନା ହୋଇଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *