କେରଳ ହେଲା କେରଳମ୍- ମୋହର ମାରିଲା କେନ୍ଦ୍ର କ୍ୟାବିନେଟ୍

କେରଳ ନାଁ ବଦଳି ଏବେ ହେଲା କେରଳମ୍।  ଏହାକୁ କେନ୍ଦ୍ର କ୍ୟାବିନେଟ୍‌ ମୋହର ଲଗାଇଛି। କେରଳ ବିଧାନସଭାରେ ପୂର୍ବରୁ ଅଧିକାରୀକସ୍ତରରେ ରାଜ୍ୟର ନାଁ ବଦଳାଇ କେରଳମ କରିବାକୁ…

୨୦୨୫ ରିପୋର୍ଟ କାର୍ଡ- ଡବଲ ଇଞ୍ଜିନ ସରକାର ବନାମ ବାସ୍ତବତା

୨୦୨୫ ବର୍ଷ କେମିତି ରହିଲା। ଭାରତ କଅଣ ପାଇଲା। ମୋଦିଙ୍କ ନେତୃତ୍ୱରେ ଦେଶର ସମୃଦ୍ଧି କେତେ ହେଲା। ପ୍ରଧାନମନ୍ତ୍ରୀ ମୋଦି ନମୋ ଆପ୍ ରେ କୂଟନୈତିକ, ସାଂସ୍କୃତିକ…

ବିହାର ବିଜୟର ସୂତ୍ରଧର ଧର୍ମେନ୍ଦ୍ର- ଓଡ଼ିଶା ମାଟିରେ ସ୍ୱାଗତ ଲାଗି ଜନସମୁଦ୍ର

ବିହାର ବିଜୟର ସୂତ୍ରଧର। ବିଜେପିର ଅନ୍ୟତମ ଚାଣକ୍ୟ। ବିହାରରେ ଏନଡିଏର ଐତିହାସିକ ବିଜୟ ପଛର ମୁଖ୍ୟ ରଣନୀତିକାର ଯାହାକୁ କୁହାଯାଏ। ଜେଡିୟୁ, ହାମ୍, ଆରଏଲଏମ, ଏଲଜେପି(ଆର) ଭଳି…

ବିହାର ପରେ ବଙ୍ଗ ପାଳି- ମୋଦିଙ୍କ ଟାର୍ଗେଟରେ ଦିଦି

ବିହାରରେ ଏନଡିଏର ସୁନାମୀ ବିଜୟ। ଏଣିକି ବଙ୍ଗ। ବିହାରରେ ଐତିହାସିକ ବିଜୟ ପରେ ମମତାଙ୍କୁ ଅଲଟିମେଟ ଦେଇଛନ୍ତି ମୋଦି। ପଶ୍ଚିମବଙ୍ଗ ଲାଗି ରଣହୁଂକାର ଛାଡ଼ିଛନ୍ତି ମୋଦି। ଦଳୀୟ…

ଦିଲ୍ଲୀ ବିସ୍ଫୋରଣ: ଏନଆଇଏକୁ ତଦନ୍ତ ଭାର- ଖୋଜିବ ଖିଅ

ଦିଲ୍ଲୀ ବିସ୍ଫୋରଣରେ ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବନି। ଦୋଷୀଙ୍କୁ ନିସ୍ତାର ନାହିଁ। କାଲିର ଘଟଣା ପୁରା ଦେଶକୁ ବ୍ୟଥିତ କରିଛି। ଭୂଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ସେଠାକୁ…

ସରିଲା ପ୍ରଚାର- ୬ରେ ବିହାର ପ୍ରଥମ ପର୍ଯ୍ୟାୟ ଭୋଟ୍

ଆଜି ପ୍ରଥମ ପର୍ଯ୍ୟାୟ ବିହାର ନିର୍ବାଚନ ପାଇଁ ସରିଛି ପ୍ରଚାର। ପ୍ରଚାରର ଥିଲା ଶେଷ ଦିନ। ୧୮ ଜିଲ୍ଲାର ୧୨୧ ଆସନରେ ୬ ତାରିଖରେ ପଡ଼ିବ ଭୋଟ୍।…

ଏକତାର ସଂକଳ୍ପ ଭିତରେ ଗୋହି ଖୋଳାଖୋଳି

ଦେଶର ଏକତାକୁ ଦୁର୍ବଳ କରୁଥିବା ତତ୍ତ୍ୱ, କଥାରୁ ଦୂରରେ ରୁହ। ଜାତୀୟ ଏକତା ଦିବସରେ ସତ୍ୟ, ନିଷ୍ଠା ଓ ସଂକଳ୍ପର ଶପଥ ପାଠ କରାଇ ଦେଶବାସୀଙ୍କୁ ଏଭଳି…

ହାଇଭୋଲଟେଜ ପ୍ରଚାର- କମ୍ପିଲା ବିହାର ମୈଦାନ୍

ବିହାର ନିର୍ବାଚନ ପାଇଁ ଆଜି ଥିଲା ହାଇଭୋଲଟେଜ କ୍ୟାମ୍ପେନ୍। କାରଣ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଲାଗି ଆଉ ମାତ୍ର କେଇଟା ଦିନ ବାକି। ପ୍ରଧାନମନ୍ତ୍ରୀ ମୋଦି…

ଏସିଆ କପ୍ ଚାମ୍ପିଅନ୍ ଟ୍ରଫି- କେବେ ଫେରାଇବେ ନକଭି?

ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ବିଜୟ ସହ ଭାରତ ନବମ ଥର ଏସିଆ କପ୍ ମୁକୁଟ ଜିତିଲା। କିନ୍ତୁ ଚାମ୍ପିଅନ ଟ୍ରଫି ଗ୍ରହଣ କରିନଥିଲେ ଭାରତୀୟ…

ମହିଳା ସମ୍ମାନ ଓ ସାମାଜିକ ନ୍ୟାୟ- ବିହାରର ବଡ଼ ମୁଦ୍ଦା

ବିହାର ନିର୍ବାଚନରେ ଫୋକସରେ ମହିଳା ଭୋଟ ବ୍ୟାଙ୍କ୍। ଆଜି ପ୍ରଧାନମନ୍ତ୍ରୀ ବିହାରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୭୫ ଲକ୍ଷ ମହିଳାଙ୍କ…

ଜିଏସଟି ସଂସ୍କାର- ସଞ୍ଚୟ ନା ସଂଶୟ

ଆଜିଠୁ ଲାଗୁ ହେଲା ଜିଏସଟିର ନୂଆ ଦର। ନବରାତ୍ରର ସୂର୍ଯ୍ୟୋଦୟରୁ ଅର୍ଥାତ୍‌ ଆଜିଠୁ ଦେଶବାସୀଙ୍କୁ ସଞ୍ଚୟ ଉପହାରର ପର୍ବ ଆରମ୍ଭ ହୋଇଛି। ଦରଦାମ୍ ହ୍ରାସ ସହ ନୂଆ…

ବଢ଼ିଲା H1B ଭିସା ଟାରିଫ୍- ଭାରତୀୟଙ୍କୁ ଟ୍ରମ୍ପଙ୍କ ଝଟକା

ଆମେରିକାରେ ଭାରତୀୟଙ୍କ ଚାକିରୀ ଏବେ ବିପଦରେ। H1B ଭିସାରେ ବାର୍ଷିକ ୮୮ଲକ୍ଷ ଟଙ୍କାରୁ ଅଧିକ ଫିସ୍ ଗଣିବେ ଚାକିରୀଆ। ଏହି ଭିସା ଲାଗି ଆବେଦନ କରୁଥିବା କମ୍ପାନୀ…