ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ନାହିଁ। କାଲି ସନ୍ଧ୍ୟା ପରେ ଗତିପଥ ନେଇ ସ୍ପଷ୍ଟତା ମିଳିବ। ୨୦ ଜିଲ୍ଲାକୁ ଆଲର୍ଟ।