ଭିନ୍ନକ୍ଷମ ଦୁଷ୍କର୍ମପୀଡିତାଙ୍କ ଗର୍ଭନଷ୍ଟ କରିବାକୁ କୋର୍ଟଙ୍କ ମନା

ମୁମ୍ବାଇ: ଭିନ୍ନକ୍ଷମ ଦୁଷ୍କର୍ମପୀଡିତାଙ୍କ ୩୫ ସପ୍ତାହ ବା ସାଢେ ୮ ମାସର ଗର୍ଭ ନଷ୍ଟ କରିବାକୁ ବମ୍ବେ ହାଇକୋର୍ଟ ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ମେଡିକାଲ ବିଶେଷଜ୍ଞ…