ମୋଦି ସରକାର ଦେଶରେ ଚଳାଇଛି କିଣାବିକାର ସରକାର: ଗେହଲଟ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ଦେଶରେ ଜାରି ଉତ୍ତେଜନା, ହିଂସା ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଆଗକୁ ଆସି ଲୋକଙ୍‌କୁ ଶାନ୍ତି…