ଭୁବନେଶ୍ୱର : ଶିମିଳିପାଳ ଅଞ୍ଚଳରୁ ୪ଟି ହାତୀ ଦାନ୍ତ ଜବତ କରାଯାଇଛି । ଏହା ସହ ବନ ବିଭାଗ ୫ଜଣକୁ ଗିରଫ କରିଛି । ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଡିଭିଜନ ସହ ରାଇରଙ୍ଗପୁର ଡିଭିଜନର ଏସିଏଫଓ , ରେଞ୍ଜ ଅଫିସର ଙ୍କ ଏକ ସ୍ୱତନ୍ତ୍ର ଟିମ୍ ଯଶିପୁର ଅଞ୍ଚଳରୁ ଚଢାଉ କରି ଏହି ସଫଳତା ପାଇଥିବା ନେଇ ସୂଚନା ଦିଆଯାଇଛି ।
ଶିମିଳିପାଳ ଅଞ୍ଚଳରୁ ୪ଟି ହାତୀ ଦାନ୍ତ ଜବତ
![](https://naxatranews.com/wp-content/uploads/2023/07/Tusk.jpg)