ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ୍ । ବାଇକକୁ ଧକ୍କା ଦେଲା କାର। ରଙ୍ଗ ସାଇଡରେ ଆସି ଧକ୍କା ଦେଲା କାର ।ତେବେ ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣା ବେଳର ଦୃଶ୍ୟ । ସସିଟିଭି କୁ ଆଧାରକରି ଯାହା ଜଣାପଡିଛି ଯେ କାର ସାଇଡର ଦ୍ରୁତ ଗତିରେ ମାଡ଼ିଆସି ଆଉ ଏକ ବାଇକକୁ ଜୋରରେ ଧକ୍କା ଦେଇ ଚାଲି ଯାଉଛି । ଯେଉଁଥିରେ ବାଇକ ଆରୋହୀ ତଳେ ପଡ଼ିଯାଉଛନ୍ତି । ଏହା ପୂର୍ବରୁ ମଧ୍ୟ ଆଉ କିଛି ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ସୂଚନା ମିଳିଛି । ତେବେ ପରବର୍ତ୍ତୀ ସମୟରେ କାରକୁ କାବୁ କରାଯାଇଛି । ସେପଟେ କାରକୁ ଜବତ କରିଛି ବଡଗଡ଼ ଥାନା ପୋଲିସ । ଘଟଣାସ୍ଥଳ ରେ ପହଁଚି ଅଧିକ ଛାନଭିନ ଚଳାଇଛି ପୋଲିସ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now