ଦୁଇ ଦିବ୍ୟାଙ୍ଗ ଝିଅଙ୍କ ଲାଗି ଘର ଖୋଜି ନୟାନ୍ତ ହେଲେଣି ପୂର୍ବତନ ପ୍ରଧାନବିଚାରପତି

ଏପ୍ରିଲ ୩୦ ସୁଦ୍ଧା ନିଜ ସରକାରୀ ବଙ୍ଗଳା ଛାଡ଼ିବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼। ସେଥିଲାଗି ତା ଆଗରୁ ଦିଲ୍ଲୀରେ ଏକ ଘର…

ପିରିୟଡ ପାଇଁ ପରୀକ୍ଷା ହଲକୁ ନୋ ଏଣ୍ଟ୍ରି

ଆମେ ଆଧୁନିକ ସଭ୍ୟତାର ବୋଲି ନିଜକୁ କହୁଛୁ। କିନ୍ତୁ କୁତ୍ସିତ ମାନସିକତା ଆଜି ବି ବଞ୍ଚିଛି। ମାସିକ ଋତୁସ୍ରାବ ଲାଗି ଜଣେ ଅଷ୍ଟମ ଶ୍ରେଣୀର ଦଳିତ ଛାତ୍ରୀଙ୍କୁ…

ସ୍କୁଲ ଛାତ୍ରଙ୍କ ବ୍ୟାଗରେ କଣ୍ଡୋମ, ଛୁରୀ, ତାସ୍

ସ୍କୁଲ ବ୍ୟାଗରୁ ମିଳିଲା ଆପତ୍ତିଜନକ ସାମଗ୍ରୀ। ସପ୍ତମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍ ଯାଞ୍ଚରୁ ମିଳିଛି କଣ୍ଡୋମ, ଚାକୁ, ଫାଇଟର୍ସ, ତାସ ସମେତ ଅନେକ ଆପତ୍ତିଜନକ…

ଡ୍ରିମ୍ ଇଲେଭେନ କରିଦେଲା କୋଟିପତି..

ଡ୍ରିମ୍ ଇଲେଭେନ କରିଦେଲା କୋଟିପତି। ପୁଅ ନାଁରେ ଆଇଡି ଖୋଲି ଟିମ୍ କରୁଥିଲେ। ଆଉ ଶେଷରେ ବାଜି ମାରିନେଲେ ଦୟାରାମ। ରାତାରାତି କୋଟିପତି ହୋଇଗଲେ। ମିର୍ଜାପୁରର ଦୟାରାମ…

ଆଜିଠୁଁ ଖଡ଼ି ଛୁଆଁ 

ଆଜି ଠାରୁ ସ୍କୁଲ୍ ଗୁଡ଼ିକରେ ଆରମ୍ଭ ହୋଇଛି ଖଡ଼ି ଛୁଆଁ ପ୍ରବେଶ ଉତ୍ସବ ଏଥିପାଇଁ ସ୍କୁଲ୍ ଗୁଡ଼ିକ ଆଗରେ ଏକ ପ୍ରକାର ଉତ୍ସଵ ମୁଖର ହୋଇଉଠିଛି। ଏଥିସହ…

କାହିଁକି ଲମ୍ୱା ଉତ୍ତର ଦିଏ- ଜାଣନ୍ତୁ ଗୃହର ସଭ୍ୟ: ରାଜସ୍ୱ ମନ୍ତ୍ରୀ

ବିଧାନସଭାରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳେ। ଆଜି ବି ଏମିତି କିଛି ଦୃଶ୍ୟର ସାକ୍ଷୀ ରହିଲା ଗୃହ। ପ୍ରଶ୍ନକାଳରେ ଉତ୍ତର ରଖୁଥାଆନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

ବିଭିନ୍ନ ଦାବୀରେ ଛାତ୍ରଛାତ୍ରୀଙ୍କ ଧାରଣା

ବିଭିନ୍ନ ଦାବୀ ନେଇ ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଯଥାଶୀଘ୍ର ଦାବୀ ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଛାତ୍ରଛାତ୍ରୀଙ୍କ…

ମାନବତାକୁ ସଲାମ.. କ୍ୟାବ୍ ଚଳାଇଲେ ମହିଳା ଯାତ୍ରୀ

ଗାଡ଼ି ଚଲାଉଥିଲେ କ୍ୟାବ୍ ଡ୍ରାଇଭର। ଗାଡ଼ିରେ ବସିଥିଲେ ଗୁରୁଗ୍ରାମରୁ ଆସୁଥିବା ୪ ଯାତ୍ରୀ। ନିଜ ଛୋଟ ଝିଅ, ମାଆ ଓ ଜେଜେମା ସହ ଗାଡ଼ିରେ ବସିଥିଲେ ମହିଳା…

ବିନୋଦ କୁମାର ପାଇବେ ଜ୍ଞାନପୀଠ ପୁରଷ୍କାର

୫୯ତମ ଜ୍ଞାନପୀଠ ପୁରଷ୍କାର ପାଇବେ ବିନୋଦ କୁମାର। ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଲେଖକ, ସୁପ୍ରସିଦ୍ଧ କବି ଓ ଔପନ୍ୟାସିକ ବିନୋଦ କୁମାର ଶୁକ୍ଳ ଏହି ସମ୍ମାନଜନକ ପୁରଷ୍କାର…

ଖୁବଶୀଘ୍ର ରାଜ୍ୟରେ ସକାଳୁଆ ସ୍କୁଲ

ରାଜ୍ୟରେ କିଛିଦିନ  ହେଲା ପାରଦ ଉପରମୁହାଁ ରହିଛି । ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ । ଏଭଳି ସ୍ଥିତି ଦେଖି ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ ରବିବାର…

ଟେକ ରଖିବେ ଟିକେଶ୍ୱରୀ- ସ୍ମାର୍ଟ ଅରଟ ତିଆରି କରି ଜାପାନ ଯିବେ କୁନି ବୈଜ୍ଞାନିକ

ସ୍ମାର୍ଟ ଅରଟ ମେସିନ୍ ତିଆରି କରି ଜାପାନ ଯିବେ କୁନି ବୈଜ୍ଞାନିକ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସରକେଣ୍ଡା ହାଇସ୍କୁଲର କୁନି ବୈଜ୍ଞାନିକ ଟିକେଶ୍ୱରୀ ଭୁଏ ଏବେ…

ନିର୍ବାଚନ ୨୦୨୪- ଓଡ଼ିଶା ରାଜନୀତିରେ କଡ଼ ଲେଉଟାଣି- ଅମିତାଭଙ୍କ ଅନାଲୋଚିତ ଅଧ୍ୟାୟ

୨୦୨୪ ନିର୍ବାଚନ ଓ ତତ୍ ସମ୍ପର୍କିତ ରାଜନୈତିକ ଘଟଣାପ୍ରବାହ କେମିତି ଥିଲା। ନିର୍ବାଚନ ୨୦୨୪ କେଉଁ ପରିସ୍ଥିତିରେ କଡ଼ ଲେଉଟାଇଲା। ୨୪ ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ…