ଦକ୍ଷିଣ କାଶ୍ମୀରର କେତେକ ସ୍ଥାନରେ ରାଜ୍ୟ ଯାଂଚ୍ ଏଜେନ୍ସୀର ଚଢ଼ଉ 

Spread the love

ଶ୍ରୀନଗର : ରାଜ୍ୟ ଯାଂଚ୍ ଏଜେନ୍ସୀ (ଏସଆଇଏ) ଗୁରୁବାର ଦକ୍ଷିଣ କାଶ୍ମୀରର କେତେକ ସ୍ଥାନରେ ଚଢ଼ଉ କରିଛି । ଗତ ଫେବୃଆରୀରେ ସଂଗଠିତ ସଞ୍ଜୟ ଶର୍ମା ହତ୍ୟା ମାମଲାର ତଦନ୍ତ ଚାଲିଥିବା ବେଳେ ସେହି ଲିଙ୍କ୍ ରେ ଏହି ଚଢ଼ଉ ହୋଇଛି । ପୁଲୱାମା, ସୋପିୟାଂ ଏବଂ ଅନନ୍ତନାଗରେ ଏହି ଚଢ଼ଉ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *