ଜାତୀୟରାଜନୀତି

କଣ୍ଣାଟକରେ କଂଗ୍ରେସ ବିଜୟ ଉପଲକ୍ଷେ ପ୍ରିୟଙ୍କା ସିମଲାରେ ପାଳନ କଲେ ବିଜୟ ଉତ୍ସବ  

ଶିମଲା : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଛି ପ୍ରଚଣ୍ଡ ସଫଳତା ।  ଭାରତୀୟ କଂଗ୍ରେସ କମିଟିର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ହିମାଚଳର ରାଜଧାନୀ ଶିମଲାରେ  କଣ୍ଣାଟକରେ କଂଗ୍ରେସ ବିଜୟ ଉପଲକ୍ଷେ ବିଜୟ ଉତ୍ସବ   ପାଳନ କରିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ଶନିବାରଦିନ ଶିମଲାର ଏøତିହାସିକ ମାଲରୋଡ ଏବଂ ରିଜ ପଡିଆକୁ ଯାଇଥଲେ ।  ସନ୍ଧ୍ୟା ସମୟ ବେଶକୁ ପାଖାପାଖି ୪୦ ମିନିଟ ଧରି ରିଜ ମୈଦାନ ଓ ମାଲରୋଡରେ ବିତାଇଛନ୍ତି ।  ଏହି ଅବସରରେ ସେଠାରେ ବୁଲୁଥିବା ଲୋକମାନଙ୍କ ସହିତ ସେ କଥା ହୋଥିଲେ ।  ପର୍ଯ୍ୟଟକ ଓ  ସ୍ଥାନିୟ ଲୋକମାନେ ତାହ୍‌କ ସହିତ  ସେଲଫି ମଧ୍ୟ  ନେଇଥିଲେ ।

Related Articles

Leave a Reply

Your email address will not be published.

Back to top button