ଅବିଭାଗିକୃତ
ଇସ୍ରୋର ବାହୁବଳୀ ମିଶନ ସଫଳ
ମହାକାଶରେ ଆଉ ଏକ ଇତିହାସ ରଚିଲା ଇସ୍ରୋ। ୩୬ଟି ବ୍ରଡବ୍ୟାଣ୍ଡ ସାଟେଲାଇଟର ଉତକ୍ଷେପଣ କରିଛି ଇସ୍ରୋ। ଇସ୍ରୋର ସବୁଠୁ ଓଜନିଆ ରକେଟର ସଫଳ ଇତକ୍ଷେପଣ ହୋଇଛି। LVM-3 ରକେଟ୍ ସହାୟତାରେ ଉତକ୍ଷେପଣ ହୋଇଛି । ଏହା ହେଉଛି ଇସ୍ରୋର ସବୁଠୁ ଓଜନିଆ ରକେଟ୍। ଶ୍ରୀହରିକୋଟା ଲଂଚ ପ୍ୟାଡରୁ ୩୬ଟି ସାଟେଲାଇଟ୍ ର ଉତକ୍ଷେପଣ ହୋଇଛି।