ଆବାସ ଯୋଜନାରେ ଆଉ ୩ କୋଟି ଘର

Spread the love

ତୃତୀୟ ପାଳିରେ ମୋଦି ସରକାରରେ ଆଜି ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ତୃତୀୟ ପାଳିରେ ଦ୍ୱିତୀୟ ବଡ଼ ଘୋଷଣା କଲେ ମୋଦି ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅତିରିକ୍ତ ୩ କୋଟି ଘର ଦିଆଯିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର ନିର୍ମାଣ ପାଇଁ ନିଷ୍ପତ୍ତି। ଘର ପାଇଥିବା ହିତାଧିକାରୀଙ୍କୁ ବିଜୁଳି, ଗ୍ୟାସ, ପିଇବା ପାଣି ଓ ଶୌଚାଳୟ ଆଦି ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *