ଅଜଣା ଗାଡ଼ି ଧକ୍କାରେ ୭ବର୍ଷ ଶିଶୁ ପୁତ୍ର ମୃତ୍ୟୁ କୁ କେନ୍ଦ୍ର କରି ରାସ୍ତାରୋକ।

Spread the love

ଅଜଣା ଗାଡ଼ି ଧକାରେ ୭ବର୍ଷ ଶିଶୁ ପୁତ୍ର ମୃତ୍ୟୁ କୁ କେନ୍ଦ୍ର କରି ରାସ୍ତାରୋକ। ଯାଜପୁର ଟାଉନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଛକ ନିକଟରେ ଗତ କାଲି ଏକ ଦୁର୍ଘଟଣାରେ  ସ୍ଥାନୀୟ ଅଞ୍ଚଳ ର ଛୋଟୁ ନାୟକଙ୍କ ପୁଅ ଆଦର୍ଶ ଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣା ଜଣାପଦିବା ପରେ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ଯାଜପୁର-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି।  ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଛନ୍ତି। ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଓ ଘଟଣା ସ୍ଥଳରେ ହମ୍ପସ ନିର୍ମାଣ ଦାବି କରି ଏହି ରାସ୍ତାରୋକ କରାଯାଇଛି।ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଠିଆ ହୋଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ଯାଜପୁର ଟାଉନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଛକ ନିକଟରେ ଗତ କାଲି ଏକ ଦୁର୍ଘଟଣାରେ  ସ୍ଥାନୀୟ ଅଞ୍ଚଳ ର ଛୋଟୁ ନାୟକଙ୍କ ପୁଅ ଆଦର୍ଶ ଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣା ଜଣାପଦିବା ପରେ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ଯାଜପୁର-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି।  ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଛନ୍ତି। ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଓ ଘଟଣା ସ୍ଥଳରେ ହମ୍ପସ ନିର୍ମାଣ ଦାବି କରି ଏହି ରାସ୍ତାରୋକ କରାଯାଇଛି।ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଠିଆ ହୋଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *