ହୋଟେଲ ପ୍ରିନସେସରେ ଅଗ୍ନିକାଣ୍ଡ

Spread the love

ଜୟପୁର : ଜୟପୁରମ ମୁଖ୍ୟ ଟ୍ରାଫିକ ଛକ ନିକଟ ରେ ଥିବା ହେଟେଲ ପ୍ରିନସେସେ ରେ ଅଗ୍ନିକାଣ୍ଡ ଘଟିଛି । ପ୍ରିନସେସେର ରୋଷେଇ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଜୟପୁର ଦମକଳ ବିଭାଗ ପହଂଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡରେ ରୋଷେଇ ଘରେ ଥିବା ବିଭିନ୍ନ ସାମଗ୍ରୀ ପୋଡି ଯାଇଛି । ସଟସାର୍କିଟ ଯୋଗୁଁ ଏପରି ଅଗ୍ନିକାଣ୍ଡ ଘଟିଥିବା ଦମ କଳ ବିଭାଗ ତରଫରୁ ସୂଚନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *