ଅପରାଧ

ଇଡି କାର୍ଯ୍ୟାଳୟରେ ହାଜର ହେଲେ ରାବଡ଼ି ଦେବୀ

ନୂଆଦିଲ୍ଲୀ : ଜମି ବଦଳରେ ଚାକିରୀ ଦୁର୍ନୀତି ସହିତ ଜଡ଼ିତ ଟଙ୍କା ଜାଲିଆତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ଗତକାଲି ରାଜଧାନୀ ସ୍ଥିତ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି)ର କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଏ ସମ୍ପର୍କରେ ତାଙ୍କୁ ପଚରା ଉଚରା ପାଇଁ କାର୍ଯ୍ୟାଳୟକୁ ଡକାଇଥିଲା ଇଡି ।

ଏଠାରେ ଉଲ୍ଲେଖଯୋଗ୍ୟ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ତାଙ୍କ ସ୍ୱାମୀ ତଥା ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହିତ ବୁଧବାର ଦିଲ୍ଲୀ ପହଂଚିଥିଲେ ।  

Related Articles

Leave a Reply

Your email address will not be published.

Back to top button