ମୁଁ ବିଜେପିର ସୋନିଆ ଗାନ୍ଧୀ – ମୋତେ ଭୋଟ ଦିଅନ୍ତୁ

ବିଜେପିର ସୋନିଆ ଗାନ୍ଧୀ। ଭୁଲ୍ କହୁନୁ। କଂଗ୍ରେସର ସୋନିଆ ଗାନ୍ଧୀ ପୁଣି ବିଜେପିର କେତେବେଳେ ହୋଇଗଲେ। ଶୁଣିବାକୁ ଓ ପଢ଼ିବାକୁ ଖଟକା ଲାଗିପାରେ। ହେଲେ ଏହା ସତ।…

୮ ରାଜ୍ୟ, ୫ କେନ୍ଦ୍ରଶାସିତ ଅଞ୍ଚଳ ଆଜି ପାଳୁଛି ପ୍ରତିଷ୍ଠା ଦିବସ

ଆଜିର ଦିନରେ ଗଠନ ହୋଇଥିଲା ୮ ରାଜ୍ୟ ଓ ୫ କେନ୍ଦ୍ରଶାସିତ ଅଞ୍ଚଳ। ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ, ହରିଆଣା, କେରଳ ସ୍ୱତନ୍ତ୍ର…

ଯୌନଶୋଷଣ- କଂଗ୍ରେସ ବିଧାୟକ ରାହୁଲ ମାମକୁଟାଥିଲ୍ ସସ୍‌ପେଣ୍ଡ

ଆପତ୍ତିଜନକ ଆଚରଣକୁ ନେଇ କେରଳ କଂଗ୍ରେସ ବିଧାୟକ ରାହୁଲ ମାମକୁଟାଥିଲଙ୍କୁ ଦଳର ପ୍ରାଥମିକ ସଦସ୍ୟରୁ ନିଲମ୍ୱିତ କରାଯାଇଛି। ପାଲକଡ଼ ବିଧାୟକ ରାହୁଲଙ୍କ ବିରୁଦ୍ଧରେ ଲେଖକ ହନି ଭାସ୍କରନ…

କେରଳରୁ ଫାଇଟର ଜେଟକୁ ଏୟାରଲିଫ୍ଟ କରି ନେଇଯିବ ବ୍ରିଟେନ୍..

କେରଳରେ ଫସିଥିବା ଏଫ-୩୫ ଫାଇଟର ଜେଟ୍ ଆଉ ମରାମତି ହୋଇପାରିବନି। ଏବେ ପାର୍ଟ ପାର୍ଟ କରି ବ୍ରିଟେନକୁ ଯିବ। ପ୍ରିନ୍ସ ଅଫ ଓ୍ୱେଲ୍ସ କ୍ୟାରିଅର ଷ୍ଟ୍ରାଇକ ଗୃପର…

୪ ରାଜ୍ୟରେ ୫ ବିଧାନସଭା ଉପନିର୍ବାଚନ ଲଢ଼େଇ- କିଏ ମାରିବ ବାଜି?

ପଞ୍ଜାବ, ପଶ୍ଚିମବଙ୍ଗ, ଗୁଜରାଟ ଓ କେରଳର ୫ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ କାହାର ପଲା ଭାରି ରହିବ। ପହଲଗାଁଓ ଆତଙ୍କି ଆକ୍ରମଣ ଓ ଅପରେସନ ସିନ୍ଦୂର…

କେରଳରେ ବିଶ୍ୱର ସବୁଠୁ ଛୋଟ ଛେଳି

ଦୁନିଆର ସବୁଠି ଛୋଟ ଜୀବିତ ଛେଳି। ନାଁ କରୁମ୍ୱି। କେରଳର ଇଡୁକିରେ ରହୁଥିବା ଚାଷୀ ଲେନୁ ପିଟରଙ୍କ ଏହି ଛେଳି ଚର୍ଚ୍ଚାରେ। କାରଣ କରୁମ୍ୱିର ନାଁ ଗିନିଜ୍…

କଂଗ୍ରେସ ଛାଡ଼ିବେ କି ଶଶୀ ଥରୁର୍

କାହିଁକି କଂଗ୍ରେସ ଛାଡ଼ିବେ ଶଶୀ? କଂଗ୍ରେସ ଛାଡ଼ିବେ କି ଥରୁର୍। କଂଗ୍ରେସରେ ଅଣଦେଖାର ଶୀକାର ହେଉଛନ୍ତି କି ଶଶୀ। ଥିରୁବନନ୍ତପୁରମର ସାଂସଦ ଶଶୀ ଥରୁର୍ ଦଳ ଛାଡ଼ିବାକୁ…

ଉତ୍ସବରେ ହିଂସ୍ର ହେଲା ହାତୀ

ଉତ୍ସବ ବେଳେ ଅଚାନକ ହିଂସ୍ର ହୋଇଉଠିଲା ହାତୀ। ଶୁଣ୍ଢରେ କଚାଡି ପିଙ୍ଗିଲା ଅନେକଙ୍କୁ। କେରଳର ମାଲାପୁରମରେ ପୁଥିୟାଙ୍ଗଡ଼ି ବାର୍ଷିକ ନେରଚ୍ଚା ଉତ୍ସବରେ ଏଭଳି ଅଭାବନୀୟ ଘଟଣା ଘଟିଛି।…

ଭୂସ୍ଖଳନ ପ୍ରବଣ ୱାୟନାଡ଼ରେ ନୂଆବର୍ଷ କାର୍ଯ୍ୟକ୍ରମ ବନ୍ଦ!

ଏଥର ହେବନି ସନବର୍ଣ୍ଣ ସଙ୍ଗୀତ ସମାରୋହ । କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଲେ କେରଳ ହାଇକୋର୍ଟ । ଭୂସ୍ଖଳନ ପ୍ରଭାବିତ କ୍ଷେତ୍ର ହୋଇଥିବାରୁ କୌଣସି ଆୟୋଜନକୁ ବାରଣ…

କେରଳ ୱାୟନାଡ ଭୂସ୍ଖଳନରେ ୩୦୦ ଟପିଲା ମୃତ୍ୟୁ ସଂଖ୍ୟା

କେରଳ ୱାୟନାଡରେ ଭୀଷଣ ବର୍ଷା ପରେ ଭୂସ୍ଖଳନ ଘଟଣା। ମୃତ୍ୟୁ ସଂଖ୍ୟା ୩୦୦ ଟପିଛି। ୧୩୦ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ୨ ଶହରୁ ଅଧିକ…

କେରଳ ୱାୟନାଡ଼ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି

କେରଳର ୱାୟନାଡ଼ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୪୩ କୁ ବୃଦ୍ଧି ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମଙ୍ଗଳବାର ୮୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏବେ…