ସଜେଇ ହୋଇଛି ଗୋପବନ୍ଧୁଙ୍କ ଜନ୍ମପୀଠ

ସତ୍ୟବାଦୀ:  ଆସନ୍ତା ୨୩ରେ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ରୂପାନ୍ତରିତ ହେବ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଭୂମି ସୁଆଣ୍ଡୋ। ଏଥିପାଇଁ ପ୍ରସ୍ତୁତି ଶେଷ…