୨୫ ଟିକିଆ ହାତୀପଲଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ

ବାଙ୍କୀ ଭଗିପୁର ବନଖଣ୍ଡ ଅଧୀନ ବାଆଁରାର ରାମଚଣ୍ଡି ଅଞ୍ଚଳରେ ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ। ଏକର ଏକର ରୁଆଧାନ ଓ ଧାନ ତଳି ଦଳିଚକଡି ନଷ୍ଟ କରିଛନ୍ତି ହାତୀପଲ। ଏନେଇ ଚିନ୍ତାରେ ସ୍ଥାନୀୟ ଅଂଚଳର ଚାଷୀ। ବର୍ତ୍ତମାନ ଚନ୍ଦକା ଡମପଡା ଅଭୟାରଣ୍ୟ ମଧ୍ୟକୁ ହାତୀପଲ ଯାଇଥିବା ସୂଚନା ରହିଛି। ସେପଟେ ଘଟଣାସ୍ଥଳ ପହଁଚି ପାରିଲା ନାହିଁ ବନବିଭାଗ ପହଞ୍ଚିନଥିବା ଅଭିଯୋଗ ହୋଇଛି। ତୁରନ୍ତ ହାତୀ ପଲଙ୍କଠାରୁ ଚାଷ ଜମିର ସୁରକ୍ଷା ସାଙ୍ଗକୁ କ୍ଷତିପୂରଣ ସହାୟତା ଦାବି କରିଛନ୍ତି ଚାଷୀ। ନଚେତ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି ଚାଷୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *