ଅବିଭାଗିକୃତ

ଅହମଦାବାଦ ରାଜସ୍ଥାନ ହସପିଟାଲରେ ଲାଗିଲା ନିଆଁ, ଶହେ ରୋଗୀଙ୍କୁ ସୁରକ୍ଷିତ ବାହାର କରାଗଲା

ଅହମଦାବାଦ : ଅହମଦାବାଦର ଶାହୀବାଗ ଅଞ୍ଚଳରେ ସ୍ଥିତ ରାଜସ୍ଥାନ ହସପିଟାଲରେ ଆଜି ସକାଳୁ ନିଆଁ ଲାଗିଯାଇଥିଲା । ସେଠାରେ ଭର୍ତ୍ତି ଥିବା ଶହେରୁ ଉର୍ଦ୍ଧ ରୋଗୀଙ୍କୁ ସୁରକ୍ଷିତ ବାହାର କରାଯାଇ ଅନ୍ୟ ହସପିଟାଲ ମାନଙ୍କରେ ଭର୍ତ୍ତି କରାଯାଇଛି । ବେସମେଣ୍ଟରେ ନୂଆଁ ଲାଗି ଅନେକ ଗାଡି ଜଳି ଯାଇଛି । ନିଆଁ ଲାଗିବା ସମ୍ପର୍କରେ ସୂଚନା ପାଇ ୨୦ରୁ ଉର୍ଦ୍ଧ ଦମକଳ ବାହିନୀର ଗା଼ଡି ସେଠାରେ ପହଞ୍ଚି ନିଆଁ ଲିଭାଇବା କାମରେ ଲାଗିଛନ୍ତି । ପ୍ରଶାସନ ଏହି ଦୁର୍ଘଟଣାରେ କୌଣସି ଲୋକଙ୍କର ମୃତ୍ୟୁ ହୋଇ ନଥିବା ସ୍ପଷ୍ଟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button