କିଟ୍ କାଣ୍ଡ, ୫ ଗିରଫଙ୍କୁ ଜାମିନ୍

କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫଙ୍କୁ ଜାମିନ୍ ମିଳିଛି । ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ମିଳିଲା ଜାମିନ । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲବଣ୍ଡ ଜାମିନ ପ୍ରଦାନ କଲେ ଭୁବନେଶ୍ବର ଜେଏମଏଫସି୨

ପୂର୍ବରୁ ଅଭିଯୁକ୍ତ ଆଦଭିକ୍ ଶ୍ରୀବାସ୍ତବକୁ ପୁଲିସ ଗିରଫ କରିବା ସହ ୫ ଜଣଙ୍କୁ ବାନ୍ଧିଥିଲା ଇନଫୋସିଟି ପୋଲିସ । ସେମାନଙ୍କ ମଧ୍ୟରୁ ୩ ନିର୍ଦ୍ଦେଶକ ଶିବନନ୍ଦ ମିଶ୍ର , ପ୍ରତାପ ଚମ୍ପତି ଓ ସୁଧୀର ରଥ । ସେହିପରି ୨ ଜଣ ସୁରକ୍ଷା କର୍ମୀ ହେଲେ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କର ଇନଫୋସିଟି ପୋଲିସ କୋର୍ଟ ଚାଲାଣ କରାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *