ମୁଁ ପଳାତକ ନୁହେଁ- ଚର୍ଚ୍ଚାରେ ମାଲ୍ୟାଙ୍କ ପୋଡ଼କାଷ୍ଟ

ସେ ପଳାତକ ନୁହଁନ୍ତି। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ କହି ସେ ଭାରତ ଛାଡ଼ିଥିଲେ। ତାଙ୍କୁ ଚୋର କହିବା ଭୁଲ୍। ୬ହଜାର୨ଶହ କୋଟି ଟଙ୍କା ବଦଳରେ ବ୍ୟାଙ୍କ…

ବିଶ୍ୱର ସର୍ବବୃହତ ଉଚ୍ଚତମ ରେଳବ୍ରିଜ ଲୋକାର୍ପିତ

ଜମ୍ମୁ ଓ କଶ୍ମୀର ରଚିଲା ଏକ ନୂତନ ଇତିହାସ। ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବାଧିକ ଉଚ୍ଚତମ ରେଳ ବ୍ରିଜକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସେନା କର୍ମଚାରୀ ଓ ତାଙ୍କ ପରିବାରର ଗୋପନୀୟତା- ଆଡ଼ଭାଇଜୋରି ଜାରି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ସେନା, ନୌସେନା ଓ ବାୟୁସେନାର ବରିଷ୍ଠ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବା ଉପରେ ଜୋର ଦେଇ ଏକ ଆଡଭାଇଜୋରି…

ହନିମୁନରେ ଯାଇ ନିଖୋଜ ହୋଇଗଲେ ନବଦମ୍ପତ୍ତି..

କୁଆଡ଼େ ଗଲେ ନବଦମ୍ପତ୍ତି। ହନିମୁନକୁ ଯାଇଥିବା ଦମ୍ପତ୍ତିଙ୍କ ଆଉ ପତ୍ତା ମିଳୁନି। ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ପତ୍ନୀ ସୋନମଙ୍କ ସହ ହନିମୁନ ଲାଗି ମେଘାଳୟ…

ବଢ଼ିଲା ଆଇଟିଆର ଫାଇଲିଂ ଡେଟଲାଇନ..

ଆଇଟିଆର ଫାଇଲିଂ ତାରିଖ ବଢ଼ିଲା। ଜୁଲାଇ ୩୧ ଥିଲା ଶେଷ ତାରିଖ। ଏବେ ସେପ୍ଟେମ୍ୱର ୧୫କୁ ବୃଦ୍ଧି କରାଗଲା। ସିବିଡିଟି ଏହି ଅବଧି ବଢ଼ାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ…

ସାଇବର ଅପରାଧ- ପୁଲିସକୁ ବଡ଼ ଚ୍ଯାଲେଞ୍ଜ

ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଲୋକଙ୍କୁ ଠକିବାକୁ ସାଇବର ଅପରାଧୀ ମାନେ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଏହାକୁ ମୁକାବିଲା କରିବା ପୁଲିସ ଲାଗି…

ଆତଙ୍କବାଦ ବିରୋଧୀ ଲଢ଼େଇ- ଭାରତର ବିଶ୍ୱକୁ ସନ୍ଦେଶ

ଆତଙ୍କବାଦକୁ ନେଇ ପାକିସ୍ତାନ ବିରୁଦ୍ଧରେ ବିଶ୍ୱକୁ ବାର୍ତ୍ତା ପହଞ୍ଚାଇବାକୁ ପଣ କରିଥିବା ଭାରତ ଆଗେଇ ଚାଲିଛି। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଆପଣାଇବା ସହ ଆତଙ୍କବାଦକୁ ପ୍ରୋତ୍ସାହନ…

ପାକିସ୍ତାନୀ ଗୁପ୍ତଚର ସାଜିଥିଲେ ଆଇଏଫଏସ ମାଧୁରୀ ଗୁପ୍ତା

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଆଇଏସଆଇ ଏଜେଣ୍ଟଙ୍କ ପ୍ରେମରେ ପଡ଼ି କିଭଳି ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିଲେ, ତାହା ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଆଉ ଏତିକିବେଳେ ଜ୍ୟୋତିଙ୍କ…

ପାକିସ୍ତାନର ଗୁପ୍ତଚର- ଭାରତର ୟୁଟ୍ୟୁବର୍

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହେଲେ ୟୁଟ୍ୟୁବର ଓ ଟ୍ରାଭେଲ ବ୍ଲଗର ଜ୍ୟୋତି ମଲହୋତ୍ରା। ପାକିସ୍ତାନ ରାଷ୍ଟ୍ରଦୂତର ଅଧିକାରୀଙ୍କ ସହ ଲିଂକରେ ଜ୍ୟୋତିଙ୍କ ସମେତ ୬ଜଣଙ୍କୁ…

ଆଜି ୮ଟାରେ କଅଣ କହିବେ ମୋଦି..

ରାତି ୮ଟାରେ ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଅପରେସନ ସିନ୍ଦୂରକୁ ନେଇ ଦେଇପାରନ୍ତି ବଡ଼ ବାର୍ତ୍ତା। ମେ ୧୦ରେ ଭାରତ-ପାକିସ୍ତାନ ଭିତରେ ଅସ୍ତ୍ରବିରତି ବୁଝାମଣା ହୋଇଥିଲା।…

ଅପରେସନ ସିନ୍ଦୂର ବିରୁଦ୍ଧରେ ପୋଷ୍ଟ କରି ପ୍ରଫେସର ସସପେଣ୍ଡ

ଦେଶ ବିରୋଧୀ ଆକ୍ଚିଭିଟି ଲାଗି ସସପେଣ୍ଡ ହେଲେ ପ୍ରଫେସର। ଚେନ୍ନାଇର ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏସଆରଏମର ସହକାରୀ ପ୍ରଫେସର ଏସ ଲୋରାଙ୍କୁ ନିଲମ୍ୱନ କରାଯାଇଛି।…