ଭୁଶୁଡିଲା ୬ ମହଲା କୋଠା, ୭ ମୃତ

ସୁରଟରେ ଭୁଶୁଡିଲା ୬ ମହଲା କୋଠା । ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୬ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଏବେବି ଭଗ୍ନ କୋଠା ତଳେ କିଛି ଲୋକ ଥିବା ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ୍ ଟିମ୍ । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ସେହିପରି ପ୍ରବଳ ବର୍ଷା ଯୋଗୁଁ ଝାଡଖଣ୍ଡ ଦେବଘରରେ କୋଠା ଭୁଶୁଡି ପଡିଛି ଫଳରେ ଏହା ଭିତରେ ୧୦ରୁ ଅଧିକ ଲୋକ ଫଶି ରହିଥିବା ଜଣାପଡ଼ିଛି। ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *