ମେଡିକାଲରେ ଭର୍ତ୍ତି ହେଲେ ପ୍ରତାପ ଷଡଙ୍ଗୀ । ସଂସଦରେ ଧକ୍କା ଦେଇଥିଲେ ରାହୁଲ । ଯାହୁ ନେଇ ଅଭିଯୋଗ ହୋଇଥିଲା । ତେବେ ମୁଣ୍ଡ ଫାଟିଯାଇଥବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସମ୍ବିତ ପାତ୍ର ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।ମେଡିକାଲକୁ ଯାଇ ପ୍ରତାପଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ବାଚସ୍ପତି ଓମବିର୍ଲା ।ସେପଟେ ଆହତ ସାଂସଦ ଙ୍କ ସହ କଥା ହେଲେ ମୋଦି । ଦୁର୍ଘଟଣା କିପରି ଘଟିଲା ସେନେଇ ସାଂସଦଙ୍କୁ ପଚାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Naxatra News is now on Whatsapp
Join and get latest news update delivered to you via whatsapp
Join Now