ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଚାର କରିବେ ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ତାହିର ହୁସେନ୍। ଏଆଇଏମଆଇଏମ ପ୍ରାର୍ଥୀ ତାହିର ହୁସେନଙ୍କୁ କଷ୍ଟଡି ପାରୋଲରେ ଯିବାକୁ ସର୍ତ୍ତମୂଳକ ମଞ୍ଜୁରୀ ଦେଇଛନ୍ତି ସୁପ୍ରିମକୋର୍ଟ। ଜାନୁଆରୀ ୨୯ରୁ ଫେବୃଆରୀ ୩ ଯାଏ ତାହିର କ୍ୟାମ୍ପେନ୍ କରିବେ। ତେବେ ପାରୋଲ ଅବଧି ଭିତରେ ସମସ୍ତ ଖର୍ଚ୍ଚ ବହନ କରିବେ ତାହିର୍। ଜେଲ୍ ଭ୍ୟାନରେ ଦିଲ୍ଲୀ ପୁଲିସ ନେବା ବେଳେ ଏସକର୍ଟ ଟିମର ସମସ୍ତ ଖର୍ଚ୍ଚ ବହନ କରିବେ ତାହିର୍। ଜେଲ ମାନୁଆଲ ଅନୁସାରେ ତାହିର ଜେଲରୁ ରିଲିଜ୍ ହେବେ। ୧୨ ଘଣ୍ଟା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଜମା କଲେ ଯାଇ ରିଲିଜ୍ ହେବେ ତାହିର।
Naxatra News is now on Whatsapp
Join and get latest news update delivered to you via whatsapp
Join Now