ପାଟିଦାର ନେତା ଅଳ୍ପେଶ ଆପ ପକ୍ଷରୁ ସୁରଟରୁ ଲଢିବେ

ସୁରଟ: ଗୁଜୁରାଟ ନିର୍ବାଚନ ପାଇଁ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ନିଜର ଆଉ ୧୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରେ ରାଜ୍ୟର ପାଟିଦାର ଆରକ୍ଷଣ…