ବିବାଦ ତୁଟାଇବାକୁ ଯାଇ ଏଏସଆଇଙ୍କୁ ମର୍ଡର

ବିହାର ମୁଙ୍ଗେରରେ ଏଏସଆଇ ସନ୍ତୋଷ ସିଂଙ୍କୁ ମର୍ଡର। ଦୁଇ ପକ୍ଷ ଭିତରେ ଥିବା ବିବାଦକୁ ତୁଟାଇବାକୁ ଯାଇଥିଲା ପୁଲିସ ଟିମ୍। କିନ୍ତୁ ଅଭିଯୁକ୍ତ ଓ ତାଙ୍କ ପରିବାର…