ଦିଲ୍ଲୀରେ ଫୁଟିବନି ବାଣ: ପୂର୍ବ ନିର୍ଦ୍ଦେଶ ଉପରେ ଅଟଳ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଦୀପାବଳିରେ ଦିଲ୍ଲୀରେ ଫୁଟିବନି ବାଣ। ବାଣ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ମଧ୍ୟ ବାଣ…