ତାପଙ୍ଗ ବେଆଇନ ପଥର ଖନନ: ଶ୍ରୀମନ୍ଦିର ପ୍ରଶାସନ ଦେବ ୧୨ କୋଟି ଟଙ୍କା

ପୁରୀ:  ନିଜିଗଡ଼ ତାପଙ୍ଗ ଅଞ୍ଚଳରୁ ବେଆଇନ ମାଙ୍କଡ଼ା ପଥର ଖନନ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ଦେବ ୧୨ କୋଟି ଟଙ୍କା। ଶ୍ରୀଜଗନ୍ନାଥଙ୍କ ଜମିରେ ୫୯ଟି ବେଆଇନ ମାଙ୍କଡ଼ା…