ପିକଅପ ଗାଡ଼ି ରାସ୍ତା ତଳକୁ ଓଲଟି, ଦୁଇ ଶ୍ରମିକ ମୃତ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମୁଗକଣୀ ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି। ରାସ୍ତା ଢ଼ଳେଇ କାମ ସାରି ଏକ ପିକଅପ ଗାଡ଼ିରେ ଯାଉଥିବା ସମୟରେ ଗାଡିଟି ଭାରଶ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଗୋଖନୀ ଗାଁ ର ସୁମନ୍ତ ମହାନ୍ତି, ଚିଂଚିରି ଗାଁର କୁମର ବାରିକ ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ତିନିଜଣ ଗୁରୁତର ଅଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଡହଡହ ଖରାରେ ପେଟ ପାଟଣା ପାଇଁ ଶ୍ରମିକମାନେ କାମ କରୁଛନ୍ତି। ଦୃଘଟଣା ରେ ଏଭଳି ଶ୍ରମିକ ଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳ ରେ ଶୋକର ଛାୟା କହେଇଯାଇଛି।
B
By BHAKTILATA BARALPublished: May 27, 2026, 05:38 PM • 1 min read
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମୁଗକଣୀ ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି। ରାସ୍ତା ଢ଼ଳେଇ କାମ ସାରି ଏକ ପିକଅପ ଗାଡ଼ିରେ ଯାଉଥିବା ସମୟରେ ଗାଡିଟି ଭାରଶ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଗୋଖନୀ ଗାଁ ର ସୁମନ୍ତ ମହାନ୍ତି, ଚିଂଚିରି ଗାଁର କୁମର ବାରିକ ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ତିନିଜଣ ଗୁରୁତର ଅଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଡହଡହ ଖରାରେ ପେଟ ପାଟଣା ପାଇଁ ଶ୍ରମିକମାନେ କାମ କରୁଛନ୍ତି। ଦୃଘଟଣା ରେ ଏଭଳି ଶ୍ରମିକଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳ ରେ ଶୋକର ଛାୟା କହେଇଯାଇଛି।
B
BHAKTILATA BARALContent Writer
Comments0
Leave a Reply
Loading comments...
