ସୀମା ସୁରକ୍ଷା ସମୀକ୍ଷା- ଓଡ଼ିଶାରେ ହାଇଆଲର୍ଟ

ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ପରିପ୍ରେକ୍ଷୀରେ ସବୁଠି ହାଇଆଲର୍ଟ। ବିଶେଷ କରି ସୀମାସ୍ଥିତିର ସମୀକ୍ଷା କରିଛନ୍ତି ସରକାର ଓ ସେନା। ପ୍ରତିରକ୍ଷା ମନ୍ତ୍ରୀ ଯୁଦ୍ଧ ସ୍ଥିତିର ସମୀକ୍ଷା କରିଥିଲା…

ପୁଞ୍ଛ ପୀଡ଼ିତଙ୍କୁ ଭେଟିଲେ ଓମାର୍- ଯୁଦ୍ଧ ବନ୍ଦ ଲାଗି ଅପିଲ୍ କଲେ ମୁଫତି

ଜମ୍ମୁ କଶ୍ମୀରର ଅନେକ ଅଞ୍ଚଳରେ ଗୁରୁବାର ରାତିରେ ପାକିସ୍ତାନ କରିଥିଲା ଡ୍ରୋନ୍ ଆଟାକ୍। ଭାରତର ଅପରେସନ ସିନ୍ଦୂର ପରେ ବିଚଳିତ ପାକିସ୍ତାନ ସେନା ଜମ୍ମୁକଶ୍ମୀର ସୀମାରେ ଗୁଳି…

ଯୁଦ୍ଧ ବେଳେ ଆଇପିଏଲ ସସପେଣ୍ଡ

ଭାରତ-ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ସସପେଣ୍ଡ ହେଲା ଆଇପିଏଲ। ସମସ୍ତ ବିଦେଶୀ ଖେଳାଳୀଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଛି। ବିଦେଶୀ ଖେଳାଳୀଙ୍କ ନିରାପଦ ଭାବେ ଫେରିବାକୁ ବିସିସିଆଇ ବି…

ପାକ୍ କୁ ବୈଦେଶିକ ସଚିବଙ୍କ କଡ଼ା ଚେତାବନୀ

ସାମ୍ପ୍ରତିକ ସ୍ଥିତି ନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସ କନଫରେନ୍ସରେ ସବିଶେଷ ସୂଚନା ରଖିଛନ୍ତି। ଭାରତ ସୀମା ଲଙ୍ଘିନି କି ଉତ୍ତେଜନା ସୃଷ୍ଟି କରିନି। ଏପ୍ରିଲ…

ପାକିସ୍ତାନକୁ ଭାରତର ଆଉ ଏକ ଝଟକା

ପାକିସ୍ତାନକୁ ଭାରତ ସରକାରଙ୍କର ଆଉ ଏକ ବଡ଼ ଝଟକା। OTT ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ। ଭାରତ ସରକାର ସମସ୍ତ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ, ଓଟିଟି…

ରାୱଲପିଣ୍ଡି ଷ୍ଟାଡିୟମ ଉପରେ ଡ୍ରୋନ୍‌ ଆକ୍ରମଣ 

ଛାନିଆ ପାକିସ୍ତାନ । ରାୱଲପିଣ୍ଡି ଷ୍ଟାଡିୟମ ଉପରେ ଡ୍ରୋନ୍‌ ଆକ୍ରମଣ । ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଭୟଙ୍କର ଡ୍ରୋନ୍‌ ଆକ୍ରମଣ କରାଯାଇଛି । । PSL ମ୍ୟାଚ୍…

କାନ୍ଦାହାର ହାଇଜାକର ମଲା- ୨୫ ବର୍ଷ ପରେ ଭାରତ ନେଲା ପ୍ରତିଶୋଧ

ମାସୁଦ ଆଜାହାରର ଭାଇ ଅବଦ୍ଦୁଲ ରଉଫ ଆଜାହରର ମୃତ୍ୟୁ। ଅପରେସନ ସିନ୍ଦୂରରେ ଅବଦ୍ଦୁଲର ମୃତ୍ୟୁ ହୋଇଛି। ଅବଦ୍ଦୁଲ କାନ୍ଦାହାର ହାଇଜାକର ମାଷ୍ଟରମାଇଣ୍ଡ ଥିଲା। ଏହା ସହ ଭାରତରେ…

ଭାରତ ଯୁଦ୍ଧ ଚାହେଁନା, କିନ୍ତୁ କୌଣସି ପ୍ରକାର ଆକ୍ରମଣର ମୁହଁତୋଡ଼ ଜବାବ ଦେବାକୁ ପଛାଇବନି- ଏସ.ଜୟଶଙ୍କର

ଭାରତ ଓ ଇରାନ୍ ଭିତରେ ୨୦ତମ ସଂଯୁକ୍ତ ଆୟୋଗ ବୈଠକରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ଇରାନର ବିଦେଶ ମନ୍ତ୍ରୀ ସଦେୟ…

ଲାହୋରରେ ସିରିଜ୍ ବିସ୍ଫୋରଣ

ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ। ସହରରେ ଗୋଟିକ ପରେ ଗୋଟିଏ ତିନି ତିନୋଟି ବିସ୍ଫୋରଣ ହଇଚଇ ସୃଷ୍ଟି କରିଛି। ଗୁରୁବାର ସକାଳେ ବିସ୍ଫୋରଣ ପରେ ଲାହୋର…

ଅପରେସନ ସିନ୍ଦୂର ପରେ..ପ୍ରମାଣ ପଲିଟିକ୍ସ

ମଧ୍ୟରାତ୍ରିରେ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରି ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅପରେସନ ସିନ୍ଦୂରର ସଫଳତା ପରେ  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ।…

ଭାରତର ଏୟାରଷ୍ଟ୍ରାଇକ୍- ଆତଙ୍କି ମାସୁଦ ଆଜାହାରର ପରିବାର ନିପାତ

ନିରୀହଙ୍କ ରକ୍ତରେ ହୋଲି ଖେଳୁଥିଲା ଆତଙ୍କବାଦୀ ମସୁଦ ଆଜାହର। ଶେଷରେ ଅପରେସନ ସିନ୍ଦୂରରେ ମସୁଦର ପୁରା ପରିବାର ନିପାତ ହୋଇଗଲା। ପତ୍ନୀ, ପୁଅ, ବଡ଼ ଭଉଣୀ, ଭିଣୋଇ…

ଅପରେସନ ସିନ୍ଦୂର- ପାକିସ୍ତାନର ଆତଙ୍କି ଠିକଣା ଧ୍ୱସ୍ତ

ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ନେଲା ଭାରତ। ଆତଙ୍କି ଆକ୍ରମଣର ୧୫ ଦିନ ପରେ ମୁହଁତୋଡ଼ ଜବାବ ଦେଇଛି ଭାରତ। ଅପରେସନ ସିନ୍ଦୂର ନାଁରେ ପାକିସ୍ତାନର ୯ଟି…