Daily News

SIR : ବଙ୍ଗରେ ପ୍ରତିବାଦ- ସୁପ୍ରିମକୋର୍ଟ ଗଲା ଡିଏମକେ

ଆଜିଠୁ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହୋଇଛି ଏସଆଇଆର୍। ଏସଆଇଆର ବା ସ୍ପେଶିଆଲ ଇଣ୍ଟେନସିଭ୍ ରିଭିଜନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜିଠୁ ବୁଥ୍…

ନିଶାଗ୍ରସ୍ତ ଚାଳକର ବେପରୁଆ ଚାଳନା- ୧୫ ଗାଡ଼ି ଉପରେ ମାଡ଼ିଗଲା ଡମ୍ପର- ୧୩ ମୃତ

ବେକାବୁ ଡମ୍ପର ଚଢ଼ିଗଲା। ରାଜସ୍ଥାନ ଜୟପୁରରେ ମଦୁଆ ଚାଳକ ପାଇଁ ଚାଲିଗଲା ୧୩ ଜୀବନ। ବେପରୁଆ ଗାଡ଼ି ଚାଳନା କରୁଥିବାରୁ ଅନେକ ବାଇକ୍ ଓ ପଦଯାତ୍ରୀଙ୍କ ଉପରେ…

ଅଭିନେତ୍ରୀ ସେଲିନାଙ୍କ ଭାଇ ୟୁଏଇରେ ବେଆଇନ ଅଟକ- ଆଇନଗତ ସହାୟତା ଦେବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

୨୦୨୪ରୁ ୟୁଏଇରେ ଜେଲରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲିଙ୍କ ଭାଇ ତଥା ଅବସରପ୍ରାପ୍ତ ମେଜର ବିକ୍ରାନ୍ତ କୁମାର ଜେଟଲି। ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟର…

ଆଖୁ କିଆରୀରେ ନାବାଳକକୁ ଝୁଣି ମାରିଦେଲା ଚିତାବାଘ!

୧୩ ବର୍ଷର ନାବାଳକକୁ ମାରିଦେଲେ ଚିତାବାଘ। ପୁନେ ଜିଲ୍ଲାର ସିରୁର ଅଞ୍ଚଳରେ ଆଖୁ କିଆରୀରେ ଲୁଚିଥିଲା ଚିତାବାଘ। ଆଉ କିଆରୀ ପାଖରେ ପିଲାଟି ଖେଳୁଥିଲା ବେଳେ ତାକୁ…

ବିହାର ଫାଇଟ୍- ହେଭିଓ୍ୱେଟଙ୍କ ପ୍ରଚାରରେ କମ୍ପିଲା ମୈଦାନ

ହାଇଭୋଲଟେଜ୍ ପ୍ରଚାରରେ କମ୍ପୁଛି ବିହାର ମୈଦାନ। ପ୍ରଥମ ପର୍ଯ୍ୟାୟ ମତଦାନକୁ ମାତ୍ର ୨ଦିନ ବାକି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହା ନିଜ ପ୍ରଚାର ଶୈଳୀରେ…

ନୂଆପଡ଼ାରେ ନବୀନ- ବିଜେପିରେ ଅମର

ନୂଆପଡ଼ା ଉପ-ନିର୍ବାଚନ ପୂର୍ବରୁ ବଡ଼ ଓଲଟପାଲଟ। କୋମନା ଯାଇ ପ୍ରଚାର କରିଛନ୍ତି ନବୀନ। କୋମନାର ତରବୋଡ଼ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କ ଲାଗି ପ୍ରଚାର କରିଛନ୍ତି।…

ବିଶ୍ୱବିଜୟୀ- ଇତିହାସ ରଚିଲା ନାରୀଶକ୍ତି

ଦୀର୍ଘ ୫୨ ବର୍ଷର ପ୍ରତୀକ୍ଷାର ଅନ୍ତ। ସଫଳତା ୫୨ ରନରେ ମିଳିଲା। ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ନଭେମ୍ୱର ୨ ରବିବାର ରାତି ସ୍ୱର୍ଣ୍ଣାକ୍ଷରରେ…

ତୁମକୁ ଜେଲ୍ ହେବା ଦରକାର- ସୁପ୍ରିମକୋର୍ଟ

ତୁମକୁ ଜେଲ୍ ହେବା ଦରକାର। କମିଶନଙ୍କ ଗସ୍ତ ବେଳେ ମହିଳା ଓକିଲଙ୍କୁ ପିସ୍ତଲ ଦେଖାଇ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଏଭଳି କଡ଼ା ଭାଷାରେ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ।…

ଦୁଇ ଦିନିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀ ଉଦଯାପିତ

ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ତଥା ବୁଣାକାର ଓ ହସ୍ତଶିଳ୍ପୀଙ୍କ କଲ୍ୟାଣ ଆମର ପ୍ରାଥମିକତା । ସେମାନଙ୍କୁ ଉନ୍ନତ ଉପକରଣ ପ୍ରଦାନ ଦ୍ଵାରା ସେମାନଙ୍କ ସମୟ,…

ଶୈକ୍ଷିକ ସମାଜ ନେତୃତ୍ୱରେ ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସଂକଳ୍ପବଦ୍ଧ ହେବା : ଉଚ୍ଚଶିକ୍ଷା ମନ୍ତ୍ରୀ

ଉଚ୍ଚଶିକ୍ଷା ବିଭାଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱରର ମିଳିତ ସହଯୋଗରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକମାନଙ୍କ ପାଇଁ…

ଏୟାରପୋର୍ଟରେ ହ୍ୱିଲଚେୟାର ସେବା ଏଣିକି ମାଗଣାରେ ମିଳିବନି- ଡିଜିସିଏ

ଏୟାରପୋର୍ଟରେ ହ୍ୱିଲଚେୟାର ସେବା ଏଣିକି ମାଗଣା ମିଳିବନି। ଏଥିଲାଗି ଟଙ୍କା ଦେବାକୁ ପଡ଼ିବ। ଡିଜିସିଏ ନୂଆ ନିୟମ ଆଣିଛି। ହ୍ୱିଲଚେୟାର ବ୍ୟବହାର କଲେ ଏୟାରଲାଇନ୍ସ ଟଙ୍କା ଅସୁଲ…

ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି। ଆଜି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର…