ବାଲେଶ୍ବରରେ ଆଂଶିକ କର୍ଫ୍ୟୁ କୋହଳ

Spread the love

ବାଲେଶ୍ବରରେ ଆଂଶିକ କର୍ଫ୍ୟୁ କୋହଳ । ସକାଳ ୫ରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ । ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସଂପୂର୍ଣ୍ଣ ହଟିଲା । ସେପଟେ ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ କାଲିଠୁ ମିଳିବ ଇଣ୍ଟରନେଟ୍ ସେବା । ତେବେ ମୋବାଇଲରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ । ପୌରାଞ୍ଚଳରେ କାଲି ବି ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି ।

Leave a Reply

Your email address will not be published. Required fields are marked *