ଆଇପିଏସ ପୁରନ କୁମାର ସୁଇସାଇଡ୍ ମାମଲା- ସିବିଆଇ ତଦନ୍ତ ନିଷ୍ପତ୍ତି ଟଳିଲା

ଆଇପିଏସ ପୁରନ କୁମାର ସୁଇସାଇଡ୍ ମାମଲାରେ ସିବିଆଇ ତଦନ୍ତ ଉପରେ ନିଷ୍ପତ୍ତି ଟଳିଲା। ଏସଆଇଟି ଯାଞ୍ଚରେ ଦଖଲ ଦେବାକୁ ନେଇ ପଚାରିଛନ୍ତି ହାଇକୋର୍ଟ। ଲୁଧିଆନା ନିବାସୀ ଆବେଦନକାରୀ…

ଏନଡିଏ ପଞ୍ଚୁପାଣ୍ଡବ ଭଳି ଲଢ଼ୁଛି- ଲାଲୁ ଓ ରାହୁଲ ଭ୍ରଷ୍ଟାଚାର ଓ ଅନୁପ୍ରବେଶକାରୀଙ୍କ ରକ୍ଷାକବଚ: ଅମିତ ଶାହା

ଏନଡିଏ ପଞ୍ଚୁପାଣ୍ଡବ ଭଳି ଲଢ଼ୁଛି। ଏନଡିଏର ୫ ଦଳ ମିଳିମିଶି ଲଢୁଛନ୍ତି। କାରଣ ଏନଡିଏ ବିହାରକୁ ମୋଦୀଙ୍କ ସହଯୋଗ ରହିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱ ମିଳିଛି,…

ଗୋଟିଏ ପୋଷ୍ଟର ଦାମ୍ ୨୫ଲକ୍ଷ- ତଦନ୍ତ କରିବାକୁ ଚିଠି ଲେଖିଲା ଇଡି

ତାମିଲନାଡୁରେ ଟଙ୍କା ବଦଳରେ ଚାକିରୀ ସ୍କାମ୍। ଗୋଟିଏ ପଦବୀର ମୂଲ୍ୟ ୩୫ ଲକ୍ଷ। କ୍ୟାସ୍ ଫର୍ ଜବ୍ ସ୍କାମକୁ ନେଇ ଶେଷରେ ରାଜ୍ୟ ସରକାରଙ୍କୁ ଆଲର୍ଟ କରିଛି…

ବେଆଇନ ଖଣି ଉତ୍ତୋଳନ- ୨୭ଶହ କୋଟି ରିକଭରି କେବେ- ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

ବିନା ପରିବେଶ ମଞ୍ଜୁରୀରେ ବେଆଇନ ଖଣି ଉତ୍ତୋଳନ କରିଥିବା ଲିଜଧାରୀଙ୍କଠୁ କ୍ଷତିପୂରଣ ବାବଦରେ ୨୭ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ କରିବାରେ ଫେଲ୍‌ ମାରିଛନ୍ତି ଓଡ଼ିଶା ସରକାର।…

ଏନକାଉଣ୍ଟରରେ ସିଗ୍‌ମା ଗ୍ୟାଙ୍ଗ ସଫା

ବିହାରର ୪ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟର। ଏମାନେ ମୋଷ୍ଟ ଓ୍ୱାଣ୍ଟେଡ୍ ଥିଲେ। ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଓ ବିହାର ପୁଲିସର ଜଏଣ୍ଟ ଅପରେସନରେ ୪ ଗ୍ୟାଙ୍ଗଷ୍ଟର ସଫା…

ସୁଇସାଇଡ୍ ମିଷ୍ଟ୍ରି- ଜାତି ନା ଦୁର୍ନୀତି

ବରିଷ୍ଠ ଆଇପିଏସ ଓ୍ୱାଇ ପୁରନ କୁମାରଙ୍କ ଆତ୍ମହତ୍ୟାର ଅଷ୍ଟମ ଦିନରେ ରୋହତକ ପୁଲିସର ସାଇବର ସେଲରେ କାର୍ଯ୍ୟରତ ଏଏସଆଇ ସନ୍ଦୀପ ଲାଠେରଙ୍କ ଆତ୍ମହତ୍ୟା ମାମଲା ହରିଆଣାରେ ହଇଚଇ…

ଜୁବିନ ଗର୍ଗ ମୃତ୍ୟୁ ମାମଲା- ସରିଲା ଅଭିଯୁକ୍ତଙ୍କ ରିମାଣ୍ଡ

ଆସାମୀ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ଆଜି ଗୌହାଟି କୋର୍ଟରେ ହାଜର ହୋଇଥିଲେ ୫ ଅଭିଯୁକ୍ତ। ସେପ୍ଟେମ୍ୱର ୧୯ରେ ସିଙ୍ଗାପୁରରେ ଜୁବିନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।…

ଆଇପିଏସଙ୍କ ପଦୋନ୍ନତି ରୋକିବାକୁ ଷଡ଼ଯନ୍ତ୍ର- ରାଜ୍ଯପାଳଙ୍କୁ ୬୭୨ ପୃଷ୍ଠାର ଚିଠି

ହରିଆଣା ଆଇପିଏସ ପୁରନ କୁମାର ଆତ୍ମହତ୍ୟା ମାମଲାରେ ବରିଷ୍ଠ ପୁଲିସ ଅଫିସରଙ୍କ ବିରୁଦ୍ଧରେ ଏତଲା ରୁଜୁ ଘଟଣା ପୁରା ଦେଶରେ ଚର୍ଚ୍ଚାର ବିଷୟ ସାଜିଛି। ଆଉ ଏତିକିବେଳେ…

ଦୁର୍ଗାପୁର ଗଣଦୁଷ୍କର୍ମ- ପ୍ରଶ୍ନବାଚୀରେ ଦିଦିଙ୍କ ସମ୍ୱେଦନଶୀଳତା!

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧରାପଡ଼ିଲେ। ୩ ଅଭିଯୁକ୍ତ ହେଲେ ଶେକ୍ ରିଆଜ୍ ଉଦ୍ଦିନ, ଶେକ ଫିର୍ଦ୍ଦୋସ ଓ ଆପୁ ବାଉରୀ। ଏମାନଙ୍କୁ…

IRCTC SCAM- ଅଡୁଆରେ ଲାଲୁ ପରିବାର

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ବଡ଼ ଝଟକା। ଆଇଆରସିଟିସି ଘୋଟାଲାରେ ଲାଲୁ, ରାବ୍ରୀ, ତେଜସ୍ୱୀଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରେ ଚାର୍ଜଫ୍ରେମ୍ କରିଛନ୍ତି ଦିଲ୍ଲୀର ରାଉଜ୍ ଆଭିନ୍ୟୁ…

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ!

ବନ୍ଧୁ ସହ ଡିନର କରିବାକୁ କ୍ୟାମ୍ପସ ବାହାରକୁ ଯାଇଥିଲେ। ଫେରିଲା ବେଳେ କିଛି ଯୁବକ ତାଙ୍କୁ ଅଟକାଇଥିଲେ। ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ଘୋଷାରି ନେଇ…

ସଞ୍ଜୟଙ୍କ ୩୦ହଜାର କୋଟି ଟଙ୍କାର ସମ୍ପତ୍ତିରେ ସେୟାର-କରିସ୍ମାଙ୍କ ସନ୍ତାନଙ୍କ ଆଇନଗତ ଲଢ଼େଇ

ଅଭିନେତ୍ରୀ କରିସ୍ମା କପୁରଙ୍କ ଦୁଇ ସନ୍ତାନ ତାଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ସମ୍ପତ୍ତିରୁ ମାଗିଥିବା ଭାଗକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣୀ ହୋଇଛି। କରିସ୍ମାଙ୍କ…