ସାହାରା ଇଣ୍ଡିଆ ନିବେଶକ ପାଇଁ ବଡ ଖବର : ନିବେଶକ ମାନଙ୍କ ଟଙ୍କା ହେବ ଫେରସ୍ତ !

Spread the love

() ଯଦି ଆପଣ ସାହାରା ଇଣ୍ଡିଆରେ ଟଙ୍କା ନିବେଶ କରିଛନ୍ତି ଓ ଏହାର ଫେରସ୍ତ ନିମନ୍ତେ ବାରମ୍ୱାର ପ୍ରୟାସ କରୁଛନ୍ତି । ତାହେଲେ ଆପଣ ଜାଣିଥିବେ କି ସାହାରା ଇଣ୍ଡିଆର ନିବେଶକ ମାନେ କମ୍ପାନୀ ଉପରେ ଏକ ଏଫ ଆଇ ଆର ଦେଇଥିଲେ ଯେଉଁ ମାମଲା ସୁପ୍ରିମ କୋର୍ଟରେ ବହୁବର୍ଷ ଧରି ବଚାରଧୀନ ଅଛି । ଯାହାର ନିଷ୍କର୍ସ ଏପର୍ଯ୍ୟନ୍ତ ଆସିନି । କିନ୍ତୁ ସାମାଜିକ ଗଣମାଧ୍ୟମରେ ସାହାରା ଇଣ୍ଡିଆର ନିବେଶକ ମାନଙ୍କ ସପକ୍ଷରେ ବହୁମତ ଭାଇରାଲ ହେବରେ ଲାଗିଛି । ଯେ ସୁପ୍ରିମ କୋର୍ଟ ନିବେଶକ ମାନଙ୍କ ସପକ୍ଷରେ ଖୁବଶିଘ୍ର ନିଷ୍ପତ୍ତି ଶୁଣାଇବେ ଓ ସାହାରା ଇଣ୍ଡିଆ କୁ ନିବେଶକ ମାନଙ୍କ ସମସ୍ତ ଟଙ୍କା ଫେରାଇବାକୁ ପଡିବ ।

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନକି ସାହାରା ଇଣ୍ଡିଆ କେବେ ସମସ୍ତ ନିବେଶକଙ୍କ ଟଙ୍କା ଫେରସ୍ତ କରିବ ଓ ଫେରସ୍ତ କରିବାର ପ୍ରକ୍ରିୟା କଣସବୁ ରହିବ । ଆମେ ଆପଣଙ୍କୁ ଜଣାଇ ଦେବକୁ ଚାହୁଁଛୁ କି ଯଦି ସାହାରା ଇଣ୍ଡିଆ ନିବଶକ ମାନଙ୍କ ଟଙ୍କା ଫେରସ୍ତ କରେ ତେବେ ତାର ଫେରସ୍ତ ମାଧ୍ୟମ ଅନଲାଇନ ମାଧ୍ୟମରେ କରାଯିବ । ଏବଂ ଏହା ସାହାର ଇଣ୍ଡିଆର ଅଫିସିଆଲ ୱେବସାଇଟରେ ଆବେଦନ କରିବାକୁ ପଡିବ ପରେ ନିବେଶକ ମାନଙ୍କୁ ସେମାନଙ୍କର ସମସ୍ତ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫେରସ୍ତ ଫେରାଇଦିଆଯିବ ।

ସୁପ୍ରମି କୋର୍ଟର ବିଚାର ଅଧୀନ ଏହି ମାମଲାର ଶୁଣାଣି ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନ ଆସିନି । କିନ୍ତୁ ଏହାର ନିଷ୍କର୍ସ ଖୁବଶିଘ୍ର ନିବେଶକ ମାନଙ୍କ ସପକ୍ଷରେ ଆସିବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *