ବାହାନଗା ଟ୍ରେନ ଟ୍ରାଜେଡି; ପୁଣି ସିବିଆଇ ରିମାଣ୍ଡରେ ଆସିବେ ୩ ଅଭିଯୁକ୍ତ

Spread the love

ପୁଣି ଆସିବେ ରିମାଣ୍ଡରେ ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇ ଦ୍ୱାରା ଗିରଫ ୩ ଅଭିଯୁକ୍ତ l ଅନ୍ୟପଟେ ରିମାଣ୍ଡ ଆବେଦନ କୁ ଚ୍ୟାଲେଞ୍ଜ କରିଛନ୍ତି ଅଭିଯୁକ୍ତଙ୍କ ଓକିଲ l ବେଲ ପାଇଁ ଆବେଦନ କରିବା ସହ ସିନିୟର ସେକ୍ସନ ଇଞ୍ଜିନିଅର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଉଭୟ ଙ୍କ ଓକିଲ ପୁଣି ଥରେ ରିମାଣ୍ଡ ଆବେଦନ ଖାରଜ କରିବାକୁ ଅପିଲ କରିଛନ୍ତି l ଘଟଣା ଦିନ ଅରୁଣ ମହାନ୍ତ ଡ୍ୟୁଟିରେ ନଥିଲେ ଏବଂ ସିବିଆଇ ତରବରିଆ ଭାବରେ ଗିରଫ କରିଛି ବୋଲି ଓକିଲ କହିଛନ୍ତି l

Leave a Reply

Your email address will not be published. Required fields are marked *