Kalahandi

କଳାହାଣ୍ଡିରେ ଆମ୍ବ ବିକ୍ରି ପସରାକୁ ଜିଲ୍ଲାପାଳ ଦ୍ୱାରା ଉଦଘାଟନ

କଳାହାଣ୍ଡି : ଜୁନାଗଡ଼ ଠାରେ ଆମ୍ବ ଏକ୍ସଜିବିସନ ଓ ବିକ୍ରୟ(ଆମ୍ବ ପସରା)କୁ ଜିଲ୍ଲା ପାଳଙ୍କ ଦ୍ୱାରା ଉଦଘାଟିତ  ଭବାନୀପାଟଣା, ୨୪ ମଇ(ହି.ସ.) – କଳାହାଣ୍ଡି ଜିଲ୍ଲା ଏକ କୃଷି ପ୍ରଧାନରେ ଅଗ୍ରସର ପ୍ରଗତି କରିବାରେ ଧୁରନ୍ଧର. ଏହି ଜିଲ୍ଲାର ବିଭିନ୍ନ ସ୍ଥାନ ରେ ବିଭିନ୍ନ ପ୍ରକାର ଫସଲ କରିବାରେ ଚାଷୀମାନେ ବେଶ କ୍ଷତି କରିଥିବା ବେଳେ, ଫସଲ ର ଉଛିତ ମୂଲ୍ୟ ପାଇ ପାରନ୍ତି ନାହିଁ, ଫଳ ରେ ଦଲାଲମାନେ ମାଲାମାଲ ହୁଅନ୍ତି, ମାର୍କେଟ ସୁବିଧା ପ୍ରାୟ ଠିକ ନାହିଁ, ସେହିଭଳି ଅର୍ଥ କାରି ଚାଷୀ ଆମ୍ବଚାଷୀମାନେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରେ ଉର୍ନ୍ନ ତ ଧରଣ ର ଆମ୍ବ ଚାଷ କରନ୍ତି କିନ୍ତୁ ବିକ୍ରି ବଟାରେ, ମାର୍କେଟ ସୁବିଧା ପ୍ରାୟ ନ ଥିଲା, ଖୁସିର କଥା ଯେ ଜୁନାଗଡ଼ ବ୍ଲକ ଅଫିସ ସମ୍ମୁଖରେ, ଧର୍ମଗଡ଼ ଏନ୍‌ଏସି ଡାକ୍ତର ଖାନା ସମ୍ମୁଖରେ, କେସିଙ୍ଗା ଡ଼େଲି ମାର୍କେଟ, ଥୁଆମୂଳ ରାମ ପୁର, ଲାଞ୍ଜିଗଡ, କୋକସରା,, ଗୋଲାମୁଣ୍ଡା, ଭବାନୀପାଟଣା ଇତ୍ୟାଦି ସ୍ଥାନରେ ଏସ ଏଚ ଜି ଗୋଷ୍ଠୀ ଇତ୍ୟାଦି ମାନେ ଆମ୍ବ ପସରା କରାଯାଇ ଏକ୍ସହିବିସନ, ବିକ୍ରି କାର୍ଯ୍ୟକ୍ରମ କରାଯାଇଛି, ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଉଦଘାଟନ କରିଥିଲେ ଏବଂ ସି ଡି ଓ କମ ଇ ଓ ଜିଲ୍ଲାପରିଷ ଡି ଡି ଏମ ନାବାର୍ଡ, ଡି ଡି ଏଚ ଉଦ୍ୟାନ ବିଭାଗ, ଇ ଓ ମୁନିସିପାଲିଟି, ବି ଡି ଓ ଭବାନୀପାଟଣା, ଡି ଆଇ ପି ଆର ଓ ଡେପୁଟି ସିଇଓ ଓରମାସ ପି ଏମ କ୍ଷସଙ୍ଖରକ୍ଷସଷକ୍ଟକ୍ଟୟଗ୍ଦ ଇତ୍ୟାଦି ଅଧିକାରୀ ମାନେ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ୨୯ତାରିଖ ପର୍ଯ୍ୟନ୍ତ ଚାଲିବାର କାଯ୍ୟକ୍ରମ ରହିଥିବା ଜଣାଯାଏ ଏହାକୁଜିଲ୍ଲା ପ୍ରଶାସନ ସହ ଉଦ୍ୟାନ ବିଭାଗ, ମିଶନ ଶକ୍ତି, ନାବାର୍ଡ, ଓରମାସ କଳାହାଣ୍ଡିଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button